This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Sambalpur M, Sambalpur | Sep 3, 2025
ଟାଉନ ଥାନା ପରିସରରେ ଆଜି ସନ୍ଧ୍ୟା 6 ଟା ଆଗାମୀ ଦିନ ହେବାକୁ ଥିବା ପ୍ରଫେଟ ମହମ୍ମଦ ଙ୍କ ଜୟନ୍ତୀ କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେଈଯାଇଛି l ଏହି ବୈଠକ ମୁସଲିମ ସମ୍ପ୍ରଦାୟ ର ଲୋକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ କିପରି ଶାନ୍ତି ଶୁଙ୍ଖଳା ର ସହ ଆୟୋଜନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା l ଏହି ବୈଠକ ରେ ଅତିରିକ୍ତ ଏସପି, ସଦର SDPO, ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ l