Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଝାରପଡା ଓଭର ବ୍ରିଜ ନିକଟ ଟ୍ରେନ ଲାଇନ ରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP ପୋଲିସ

Bhubaneswar M Corp, Khordha | Sep 3, 2025
ଝାରପଡା ଓଭର ବ୍ରିଜ ନିକଟ ଟ୍ରେନ ଲାଇନ ରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି GRP ପୋଲିସ | ଆଜି 11.21ରେ ଝାରପଡା ଓଭର ବ୍ରିଜ ନିକଟ ଟ୍ରେନ ଲାଇନ ରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି | ଘଟଣା ସ୍ଥଳରେ ତଦନ୍ତ କରୁଛି GRP ପୋଲିସ | ମୃତ ଦେହ ଜବତ କରି ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠେଇଚି GRP ପୋଲିସ | ସେପଟେ ମୃତ ଯୁବକଙ୍କ ର ପରିଚୟ ଜାଣିବା ପାଇଁ ଆଖପାଖ ରେ ଲାଗିଥିବା ସିସି ଟିଭି ଫୁଟେଜ କୁ ଯାଞ୍ଚ କରିବା ସହ ଆଖପାଖ ବସ୍ତି ବାସିନ୍ଦା ଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି |
Read More News
T & CPrivacy PolicyContact Us