Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଟାଉନହଲ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

Bhadrak Rural, Bhadrak | Dec 26, 2024
ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ଟାଉନହଲରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ରେ ଭଦ୍ରକ ର ଟାଉନ ହଲରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ଯକ୍ରମ ରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ଵାଇଁ, ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ଭଦ୍ରକ ର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ଭଦ୍ରକ ବ୍ଲକ ଅଧ୍ୟକ୍ଷା, ଭଦ୍ରକ ଜିଲ୍ଲାର ବିଭିନ୍ନ ମଞ୍ଚାୟ ଓ ପୌରପାଳିକା ର ନେତୃମଣ୍ଡଳୀ ଯୋଗ ଦେଇଥିଲେ ଥିଲେ
Read More News
T & CPrivacy PolicyContact Us