Install App
nihar20051981
This browser does not support the video element.
କେନ୍ଦ୍ରାପଡା: ରାସନ ସାମଗ୍ରୀ ଉଠାଣକୁ ନେଇ ବିବାଦ, ମହାକାଳପଡା ବ୍ଲକରେ ମୁହଁ ଖୋଲିଲେ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ
Kendrapara, Kendrapara | Sep 3, 2025
ମହାକାଳପଡା ବ୍ଲକରେ ଏକ ନିର୍ଦିଷ୍ଟ ସ୍ଥାନରେ ରାସନ ସାମଗ୍ରୀ ଉଠାଣକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି l କେତେକ ଗ୍ରାମବାସୀ ରାସନ ସାମଗ୍ରୀ ଉଠାଣକୁ ନେଇ ବ୍ଲକରେ ଧାରଣା ଦେଇଥିବା ବେଳେ ବ୍ଲକ ପରିସରରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ l
Share
Read More News
T & C
Privacy Policy
Contact Us
Your browser does not support JavaScript!