Install App
shantanupanda7
This browser does not support the video element.
ବଡସାହି: ବାଇଗଣବାଡିଆ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାରକରି ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତିକଲେ ବଡସାହି ଆଇଆଇସି
Barsahi, Mayurbhanj | Aug 30, 2025
ବାରିପଦା-ଉଦଳା ରାସ୍ତାର ବାଇଗଣବାଡିଆ ଠାରେ ଏକ ଚାଉଳଗାଡିକୁ ପଛପଟୁ ଧକ୍କାଦେଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିବା ବାଇକ ଚାଳକଙ୍କୁ ଉଦ୍ଧାରକରି ଶନିବାର ରାତି ସାଢେ ଦଶଟାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଇଲେ ଖୋଦ ବଡସାହିଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ l ସୂଚନା ମୁତାବକ ବାରିପଦା -ଉଦଳା ରାସ୍ତାର ବାଇଗଣବାଡିଆ ଠାରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏକ ଚାଉଳଗାଡି ଛିଡାହୋଇ ରହିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!