Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ରେ 3 ଟି ସୁଇସ ଗେଟ ଖୋଲା

Sambalpur M, Sambalpur | Sep 12, 2025
ହୀରାକୁଦ ଜଲଭଣ୍ଡାର ରେ ଖୋଲିଲା 3ଟି ଗେଟ l 3ଟି ସୁଇସ ଗେଟ l ଆଜି ସକାଳ 8.30ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ର ଜଳସ୍ତର 629ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 95ହଜାର 937କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 53ହଜାର 548 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l
Read More News
T & CPrivacy PolicyContact Us