Install App
shantanupanda7
This browser does not support the video element.
ବଡସାହି: ସାନକେରକ ହାଇସ୍କୁଲରେ ବଡସାହି ବ୍ଲକ ବିଭାଜନ କରିବା ଦାବି ନେଇ ଆଞ୍ଚଳିକ ବିକାଶ ପରିଷଦର ବୈଠକ, ଯୋଗଦେଲେ ବିଧାୟକ ପ୍ରକାଶ ସୋରେନ
Barsahi, Mayurbhanj | Aug 24, 2025
ବଡ଼ସାହି ଥାନା ଅଧୀନ ସାନକେରକ ହାଇସ୍କୁଲରେ ବଡ଼ସାହି ବ୍ଲକକୁ ବିଭାଜନକରି ସାନକେରକ ନାମରେ ଏକ ନୂତନ ବ୍ଲକ ଗଠନ ପାଇଁ ଆଞ୍ଚଳିକ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଅପରାହ୍ନ ତିନିଟାରେ ଉଦଯାପିତ ହୋଇଯାଇଥିବା ବେଳେ ଏଥିରେ ଯୋଗଦେଲେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନଙ୍କ ସମେତ ଲୋକନାଥ ଚୌଧୁରୀ ଏବଂ ୧୧ଟି ପଞ୍ଚାୟତର ବୁଦ୍ଧିଜୀବୀ, ଶିକ୍ଷାବିତ, ଜନପ୍ରତିନିଧି ଏବଂ ସଚେତନ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!