Download Now Banner

This browser does not support the video element.

ପରଜଙ୍ଗ: କୁଟୁରିଆ ବିଲେଇଶୁଣି ଶକ୍ତି ପୀଠ ନିକଟରେ ବିପଦ ସାଜିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର

Parajang, Dhenkanal | Sep 3, 2025
କଟୁରିଆ ବିଲେଇଶୁଣି ଶକ୍ତି ପୀଠରେ ବିପଦ ସାଜିଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଟୁରିଆ ମାଆ ବିଲେଇଶୁଣି ଶକ୍ତି ପୀଠ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦ ହୋଇ ଛିଡ଼ା ହୋଇଛି କେତେବେଳେ ଦୁର୍ଘଟଣା କାରଣ ହୋଇପାରେ ତାହା କହିବା ଅନିଶ୍ଚିତ ମାଆ ବିଲେଇଶୁଣି ପୀଠରେ ପ୍ରତ୍ୟେକ ରବିବାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ କୌଣସି ଅ ସାବଧନତା କାରଣରୁ ପର୍ଯ୍ୟଟକ ଓ ଗୃହ ପାଳିତ ପଶୁ ଉକ୍ତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିବେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣା ପଡ଼ିଛି । ବିପଦ ହୋଇ ଛିଡ଼ା ହୋଇଥିବା
Read More News
T & CPrivacy PolicyContact Us