Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଗଡ ସାନପୁଟ ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପରେ ଅନୁଷ୍ଟିତ,ଯୋଗଦେଲେ ସ୍ଥାନୀୟ ବିଧାୟକ

Satyabadi, Puri | Sep 13, 2025
ଆଜି ଅପରାହ୍ନ ଚାରିଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଗଡ ସାନପୁଟ ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଅଛି। ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ମଜବୁଥ କରିବା ପାଇଁ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।
Read More News
T & CPrivacy PolicyContact Us