Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଛେଳିଗଡ଼ ପ୍ରକଳ୍ପରେ ବିସ୍ଥାପିତ ହେଇଥିବା ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Paralakhemundi, Gajapati | Aug 26, 2025
ଛେଳିଗଡ଼ ପ୍ରକଳ୍ପରେ ବିସ୍ଥାପିତ ହେଇଥିବା ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ। ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକରେ ଚାଲିଥିବା ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ ୨୦୦୫-୦୬ ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ପ୍ରକଳ୍ପ ଶେଷ ହେଲେ ଗଜପତି ସମେତ ଗଞ୍ଜାମ ଜିଲ୍ଲାର ୬ ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ।ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଜମି ଜଳସେଚିତ ହେବ । ଏହାଛଡ଼ା ବ୍ରହ୍ମପୁର ସହର କୁ ପିଇବା ପାଣି ସୁବିଧା ସହ ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରି ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ସରକାର। ଜଳ ନି
Read More News
T & CPrivacy PolicyContact Us