Download Now Banner

This browser does not support the video element.

ଅନୁଗୋଳ: କରଡାପଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଯୋର ଅଧାରେ ଫସିଲା ଟ୍ରାକ୍ଟର

Anugul, Angul | Aug 27, 2025
ଅନୁଗୋଳ ବ୍ଲକ ପୂରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମ ପଞ୍ଚାୟତ କରଡା ଗ୍ରାମ ନିକଟରେ ଥିବା ଯୋରରେ ଗୋଟିଏ ଟ୍ରାକ୍ଟର ଅଧାରେ ଫସି ଯାଇଥିଲା। ଟ୍ରାକ୍ଟର ଟି ଘରକୁ ଯୋର ପାର ହୋଇ ଆସୁଥିବା ବେଳେ ହଠାତ ପାଣି ମାଡ଼ି ଆସିବାରୁ ଏପରି ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us