This browser does not support the video element.
ଅନୁଗୋଳ: ମହିଳା କମିଶନରଙ୍କ ଅନୁଗୋଳ ଜିଲ୍ଲାକୁ ଗସ୍ତ
Anugul, Angul | Sep 10, 2025
ଓଡିଶା ସରକାରଙ୍କ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଓ ନିରିକ୍ଷକ ସସ୍ମିତା ଦାସ ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ବୁଲି ଅନ୍ତେବାସୀମାନଙ୍କ ସହ ବାର୍ତ୍ତାଳାପ କରି ତାଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମସ୍ତ ନଥୁପତ୍ର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିଭଳି ସେମାନେ ପାଇ ପାରିବେ ତାହା କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖ୍ ସେଣ୍ଟର ପରିଦର୍ଶନ କରିଥିଲେ । ପରେ ପରେ ଅନୁଗୋଳ ଜିଲ୍