Download Now Banner

This browser does not support the video element.

ଝାରସୁଗୁଡା: କଦମଡ଼ିହି ସ୍କୁଲ ରୁ ପମ୍ପ ଚୋରୀ ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଗିରଫ

Jharsuguda, Jharsuguda | Sep 28, 2025
ଝାରସୁଗୁଡା ଜିଲ୍ଲା କଦମଡ଼ିହି ସ୍କୁଲ ରୁ ପମ୍ପ ଚୋରୀ ଅଭିଯୋଗ ରେ ଦୁଇ ଅଭିଯୁକ୍ତ ଗିରଫ l ଗିରଫ ଅଭିଯୁକ୍ତ ମାନେ ଏକତାଲ ର ଶିବ ଚରଣ ଗୁପ୍ତା ଏବଂ ଝାରଗାଁ ର ତ୍ରିନାଥ କନ୍ଧ l ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ୧ ହଜାର ଟଙ୍କା ଏବଂ ଏକ ମୋଟର ସାଇକେଲ ଜବତ କରିବା ସହ ସେମାନଂକୁ କୋର୍ଟ ଚାଲାଣ କରିଥିବା ନେଇ ଆଜି ସନ୍ଧ୍ୟା ୭ ଟା ୩୦ ରେ ରେଙ୍ଗାଲି ପୋଲିସ ସୂଚନା ଦେଇଛି l
Read More News
T & CPrivacy PolicyContact Us