Download Now Banner

This browser does not support the video element.

କେନ୍ଦ୍ରାପଡା: ଏକମାଣିଆ ମଇଁଷିପଲ ମୃତ୍ୟୁ ଘଟଣାରେ ପ୍ରାଣୀଧନ ବିଭାଗର ତଦନ୍ତ ସଂପର୍କରେ ନିଜ ଅଫିସରେ ପ୍ରତିକ୍ରିୟା ରଖିଲେ ସିଡିଭିଓ ମନୋଜ ପଟନାୟକ

Kendrapara, Kendrapara | Aug 22, 2025
ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ପଂଚାୟତରେ ନଦୀ ମଧ୍ୟରେ 80 ରୁ ଉର୍ଧ୍ଵ ମଇଁଷିଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରାଯାଇଛି l ଏହି ତଦନ୍ତ ଉପରେ ମୁଖ୍ୟ ପ୍ରାଣୀଧନ ଅଧିକାରୀ ଵା ସିଡିଭିଓ ମନୋଜ ପଟନାୟକ ନିଜ ଅଫିସରେ ପ୍ରତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us