This browser does not support the video element.
ଟିଟିଲାଗଡ: ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଟିଟିଲାଗଡ଼ ପୋଲିସ ଅପରେସନ ପ୍ରହାର ଅନ୍ତର୍ଗତ ଦ୍ୱିତୀୟ ସଫଳତା
Titlagarh, Balangir | Sep 13, 2025
ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଟିଟିଲାଗଡ଼ ପୋଲିସ - ୪ କେଜି ୫୦ ଗ୍ରାମ ଗଞ୍ଜେଇ ସହ ଛତିଶଗଡର ଜଣେ ଯୁବକ ଗିରଫ ଟିଟିଲାଗଡ଼ - ଅପରେସନ ପ୍ରହାର ଅନ୍ତର୍ଗତ ଟିଟିଲାଗଡ଼ ପୋଲିସର ଦ୍ୱିତୀୟ ସଫଳତା। ଶନିବାର ସକାଳୁ ଟିଟିଲାଗଡ ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ସିରଭଟା ପଡ଼ା ରେଳ ଷ୍ଟେସନ ନିକଟ ରେଳବାଇ କଲୋନୀ ନିକଟରେ ଜଣେ ଯୁବକ ରେଳବାଇ କଲୋନୀ ଆଡେ ବୁଲୁଥିବା ବେଳେ ତାକୁ ଅଟକାଇ ପଚରା ଉଚୁରା କରିବା ସହ ଧରିଥିବା ବ୍ୟାଗ ଯାଞ୍ଚ କରିଥିଲେ। ତେବେ ସେହି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଟିଟିଲାଗଡ଼ ତହସିଲଦାର ଶ୍ରୀଯୁକ୍ତ ସୁଭାସିସ ଶ