Download Now Banner

This browser does not support the video element.

ଆସିକା: ପୁରୁଣା ବସଷ୍ଟାଣ୍ଡ ନିକଟରୁ ରୋଗାଗ୍ରସ୍ତ ବୃଦ୍ଧା ଙ୍କୁ ଉଧାରକରୀ ଚିକିତ୍ସା ସହ ସହଯୋଗ ର ହାତ ବଢ଼ାଇଲା ଆସିକା ପୋଲିସ

Asika, Ganjam | Oct 8, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ପୁରୁଣା ବସଷ୍ଟାଣ୍ଡ ନିକଟ ଗୋଟିଏ ଦୋକାନ ବାରଣ୍ଡା ରେ ଜଣେ ବୃଦ୍ଧା ଦୁଇଦିନ ହେଲା ପଡିରହିଥିବା ଦେଖିବାକୁ ମିଳିଥିବା ବେଳେ ଖବରପାଇ ଆସିକା ପୋଲିସ ପହଞ୍ଚି ବୃଦ୍ଧା ଙ୍କୁ ଉଧାରକରି ପିସିଆର ଭେନ ଯୋଗେ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲା l ଏଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧା ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l
Read More News
T & CPrivacy PolicyContact Us