This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ରାମଚନ୍ଦ୍ରପୁର ପଞ୍ଚାୟତର ଛତାବର ଠାରୁ ପର୍ବତୀ ଓ ତାରିଣୀ ଛକ ପର୍ଯ୍ୟନ୍ତ ହୋଇଥିବା ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ
Bhadrak Rural, Bhadrak | Sep 6, 2025
ଜବର ଦଖଲ କରୀ ଙ୍କୁ ଶକ୍ତ ଚାପୁଡ଼ା ଦେଲା ପ୍ରଶାସନ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ର ଛତlବର ଠାରୁ ପର୍ବତୀ ଓ ଛତlବର ଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ସହ ସହ ଚାଷ ଜମି ଓ ଘର ଦ୍ୱାରା ପାଣି ଘେରା ରେ ଥିବା ସ୍ଥଳରେ ସମାଜସେବୀ ତଥା ବଜରଙ୍ଗ ଦଳର ଜିଲ୍ଲା ବଳ ଉପାସନା ପ୍ରମୁଖ ଚନ୍ଦ୍ରଶେଖର ରାଉତ ଜିଲ୍ଲାପାଳ ଙ୍କ ଏନେଇ ଆଲୋଚନା ସହିତ ଯୋଗାଯୋଗ କରିଥିଲେ।ପୂର୍ତ୍ତ ବିଭାଗ ଜିଲ୍ଲା ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏହାକୁ ଜବର ଦଖଲ ଉଚ୍ଛେଦ କରଯାଇଥିବା ଦେଖିବାକୁ ମିଳିଛି।