Download Now Banner

This browser does not support the video element.

ମୋହନା: ଡରବା ଗାଁ ନିକଟସ୍ଥ ଜଙ୍ଗଲ ରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୧୪୦୦ ଲିଟର ମହୁଲି ମଦ ପୋଚ ନଷ୍ଟ କରିବା ସହ ୨୨୫ ଲିଟର ମହୁଲି ମଦ ଜବତ।

Mohana, Gajapati | Sep 1, 2025
ମୋହନା ଥାନା ଅନ୍ତର୍ଗତ ଡରବା ଓ ଅଣ୍ଡାରୀଗଡ଼ ଗାଁ ନିକଟସ୍ଥ ଜଙ୍ଗଲ ରେ ଚୋରା ରେ ମହୁଲି ମଦ ରନ୍ଧା ହେଉଥିବା ନେଇ ବିଶେଷ ସୂତ୍ର ରୁ ଖବର ପାଇଥିଲା ଅବକାରୀ ବିଭାଗ ଓ ଚନ୍ଦ୍ରଗିରି ଫାଣ୍ଡି ପୋଲିସ। ଯାହା ଫଳରେ ମିଳିତ ଭାବେ ଚଢ଼ାଉ କରି ୧୪୦୦ ଲିଟର ମହୁଲି ପୋଚ ନଷ୍ଟ କରିବା ସହ ୨୨୫ଲିଟର ମହୁଲି ମଦ ଜବତ କରିଛି। ଯାହାକୁ ନେଇ ଆଜି ଦିନ ତିନି ଘଣ୍ଟ ସମୟରେ ମୋହନା ଅବକାରୀ ବିଭାଗ ପକ୍ଷରୁ ସୂଚନା।
Read More News
T & CPrivacy PolicyContact Us