This browser does not support the video element.
ନୟାଗଡ: ପୁରୁଣା ରାଜବାଟୀରେ ବିଜେପିର ସେବା ପକ୍ଷ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Nayagarh, Nayagarh | Sep 7, 2025
ସେବା ପକ୍ଷ" ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ନୟାଗଡ଼ ପୁରୁଣା ରାଜବାଟୀଠାରେ "ସେବା ପକ୍ଷ" ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି, ଏହି ଅବସରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ଅଖିଳ ମହାରଣା, ରାଘବ ମଲ୍ଲିକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ସେବା ପକ୍ଷର ମଣ୍ଡଳ ଟୋଲି ଉପସ୍ଥିତ ଥିଲେ। ଏହି ଅବସରରେ ସେବାପକ୍ଷ (ସେପ୍ଟମ୍ୱର ୧୭