Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ମଣ୍ଡଳ କାରାଗାରରେ ଦୁର୍ଗାପୂଜା ଆରମ୍ଭ, ସ୍ଵତନ୍ତ୍ର ପୁଜା ମେଢ଼ ପାଇଁ ଚଳଚଞ୍ଚଳ କାରାଗାର
Koraput Town, Koraput | Sep 29, 2025
କୋରାପୁଟ ମଣ୍ଡଳ କାରାଗାରରେ ଚଳିତବର୍ଷ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ସମୟରେ କୋରାପୁଟ ମଣ୍ଡଳ କାରାଗାରର ଦଶହରା ମେଢ଼ ସହ ଦୁର୍ଗା ମାଙ୍କୁ ଦର୍ଶନ କରିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଜେଲ୍ କର୍ତୁପକ୍ଷ ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିବା ବେଳେ କୋରାପୁଟ ମଣ୍ଡଳ କାରାଗାରର ଜେଲର ପରିଚାଳନା ତଦାରଖ କରୁଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!