This browser does not support the video element.
କାମାକ୍ଷାନଗର: କାଦୁଆ ଗାଁରେ ଦେଶୀ ମହୁଲି ପିଇ ଜଣେ ମୃତ, ଅଭିଯୋଗ କଲେ ସମ୍ପର୍କୀୟ
Kamakshyanagar, Dhenkanal | Aug 26, 2025
କାଦୁଆ ଗାଁରେ ଦେଶୀ ମହୁଲି ପିଇ ଜଣେ ମୃତ ହୋଇଥିବା ମଙ୍ଗଳବାର ୧୦ଟାରେ କାଦୁଆ ଗାଁରେ ଅଭିଯୋଗ କଲେ ସମ୍ପର୍କୀୟ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ଗାଁରେ ଦେଶୀ ମହୁଲି ପିଇ ଗାଁର ଜଣଙ୍କର ମୃତ ହୋଇଥିବା ବେଳେ ପରିବାର ଲୋକେ ମୃତଦେହକୁ ଦାହ କରିବା ସହିତ ମହୁଲି ପିଇ ଦେହ ଖରାପ ପରେ ତାଙ୍କର ମୃତ ହୋଇଥିବା ମଙ୍ଗଳବାର ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ।