This browser does not support the video element.
ଅନୁଗୋଳ: ପୁରୁଣାକୋଟ ଗ୍ରାମରୁ ସ୍ଵେଚ୍ଛାକୃତ ବିସ୍ଥାପନଙ୍କୁ ଶୀଘ୍ର ବିସ୍ଥାପନ ପାଇଁ ଜିଲାପାଳଙ୍କୁ ଅଭିଯୋଗ
Anugul, Angul | Sep 8, 2025
ପୁରୁଣାକୋଟ ଗ୍ରାମବାସୀ ବିସ୍ଥାପନ ହେବା ପାଇଁ ଗତ ଜୁଲାଇ ମାସରେ ପଲିସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ପୁରୁଣାକୋଟ ଗ୍ରାମର ପ୍ରାୟ ୨୫୦ ପରିବାର ସ୍ଵେଚ୍ଛାକୃତ ବିସ୍ଥାପନ ପାଇଁ ବନ ବିଭାଗକୁ ଦରଖାସ୍ତ ଦେଇଛନ୍ତି। ପଲିସଭାରେ ନିଷ୍ପତି ହୋଇଥିଲା କି ଯେଉଁ ପରିବାର ସ୍ବେଚ୍ଛାକୃତ ବିସ୍ତାପନ ପାଇଁ ଇଛୁକଥିବେ ସେମାନେ ତାଙ୍କ ଇଛା ଅନୁସାରେ ଇଛାପତ୍ର ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ ୨୫୦ ପରିବାର ଦେଇଥିଲେ ମଧ୍ଯ କୌଣସି ତ୍ୱରିତ କାର୍ଯ୍ୟ କରାଯାଉ ନାହିଁ। ତେଣୁ ଖୁବଶୀଘ୍ର ବିସ୍ଥାପନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରି