This browser does not support the video element.
କେନ୍ଦ୍ରାପଡା: ଚଣ୍ଡିଆପଲୀ ସରକାରୀ ୟୁଜି ୟୁପି ବିଦ୍ୟାଳୟରେ ଗୁରୁପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତକ୍ରିୟା ରଖିଲେ ଉଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
Kendrapara, Kendrapara | Sep 5, 2025
ଚଣ୍ଡିଆପଲୀ ସରକାରୀ ୟୁଜି ୟୁପି ବିଦ୍ୟାଳୟରେ ଗୁରୁପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଉଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଦେଉଳପଡା ପଂଚାୟତର ଚଣ୍ଡିଆପଲୀ ଗ୍ରାମସ୍ଥିତ ସରକାରୀ ୟୁଜି ୟୁପି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂ୍ର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ନୂତନ ଭାବେ ସ୍ଥାପିତ ମହାତ୍ମାଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ରଖିଲେ ପ୍ରତିକ୍ରିୟା l