This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଅଞ୍ଚଳରେ ଗଣେଶ ପୂଜା ଭସାଣି ଯାତ୍ରା ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡପିଟ ଅଭିଯୋଗ
Sambalpur M, Sambalpur | Sep 3, 2025
ବରେଇପାଲି ଅଞ୍ଚଳରେ ଗଣେଶ ପୂଜା ଭସାଣି ଯାତ୍ରା ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଡପିଟ । ଉପସ୍ଥିତ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ୟମ ସମୟରେ ଦିନେଶ ମୁଣ୍ଡା ଓ ଶିବ ସାହାଣୀ ନାମକ ଦୁଇ ଜଣ ଯୁବକ ଛୁରୀରେ କରନ ଓରାମ ଓ ମନଜିତ ଓରାମ ନାମକ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତୁରନ୍ତ ଆହତ ଯୁବକଦ୍ୱୟଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରତର ହେବାରୁ କରନ ଓରାମ କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି । ଏ ନେଇ ବରେଇପାଲି ଥାନାରେ ମାମଲା ରୁଜୁି କରାଯା