Download Now Banner

This browser does not support the video element.

ଉଦଳା: ଉଦଳା ସହରର ବିଭିନ୍ନ ମଣ୍ଡପରେ ମା' ଦୂର୍ଗାଙ୍କ ମହା ସପ୍ତମୀ ପୂଜା ଅନୁଷ୍ଠିତ, ଗହଳିକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା

Udala, Mayurbhanj | Oct 10, 2024
ବାରିପଦା ସହରର ବିଭିନ୍ନ ମଣ୍ଡପରେ ମା ଦୂର୍ଗାଙ୍କ ମହା ସପ୍ତମୀ ପୂଜା ଅନୁଷ୍ଠିତ, ଗହଳିକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା ଦୁର୍ଗତି ନାଶିନୀଙ୍କ ଆବାହନରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଳଚଞ୍ଚଳ ପୂଜା ମଣ୍ଡପ ବୁଧବାର ବେଲ ବରଣ ପରେ ଆଜି ଅର୍ଥାତ ଗୁରୁବାର ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ଦିନ ୯ଟା ରୁ ୨ଟା ଯାଏଁ ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା ହୋଇଛି। ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ବାଜା ଓ ହୋମ ଯଜ୍ଞରେ କମ୍ପୁଛି ମଣ୍ଡପ। ତେବେ ମଣ୍ଡପରେ ଗହଳି କୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
Read More News
T & CPrivacy PolicyContact Us