This browser does not support the video element.
ନୂଆପଡା: ଖଡ଼ିଆଳ କୋର୍ଟ ପରିସର ମଧ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
Nuapada, Nuapada | Sep 13, 2025
ଖଡ଼ିଆଳ କୋର୍ଟ ପରିସର ମଧ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ୩ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ତାଲୁକସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ସିଭିଲ ଜର୍ଜ ସିନିୟର ଇଶା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ଖଡ଼ିଆଳ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରତିମ କୁମାର ରାଉତ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସମୀକ୍ଷା ସା ଯୋଗଦାନ କରିଥିଲେ। ଏଥିରେ ୨୩ ଗୋଟି ଏଫଆରଟି ମାମଲାର ଫଇସଲା କରାଯାଇଥିଲା।