This browser does not support the video element.
ପଟ୍ଟାଙ୍ଗୀ: ନନ୍ଦପୁର ତହସିଲଦାରଙ୍କ ୟୁରିଆ ସାର ସମୀକ୍ଷା ନେଇ ବିଭିନ୍ନ ସାର ଗୋଦାମ ସହ ଗୋଦାମରେ କଲେ ଯାଞ୍ଚ୍
Pottangi, Koraput | Sep 8, 2025
ରାଜ୍ୟର ଚାଷୀ କୂଳ ମଧ୍ୟରେ ୟୁରିଆ ସାର ଅଭାବୀ ନେଇ ହା ହା କାର ପରିସ୍ଥିତି ହୋଇଥିବା ବେଳେ ନନ୍ଦପୁର ବ୍ଲକ୍ ଚାଷୀ ମଧ୍ୟରେ ସାର ଅବାଭି ସ୍ଥିତି ଦେଖା ଦେଇଛି । କେତେକ ଦୋକାନୀ ୟୁରିଆ ଅଭାବ ନେଇ ଚଢା ଦରରେ ବିକ୍ରି କରୁଥିବା ନନ୍ଦପୁର ତହସିଲଦାରଙ୍କ ପାଖରେ ସୂଚନା ପାଇବା ପରେ ସମୋବାର ଅପରାହ୍ନ ୪ଟା ସମୟରେ ନନ୍ଦପୁର ଜିଲ୍ଲା କୃଷି କାର୍ଯ୍ୟଳୟ କର୍ମଚାରୀଙ୍କୁ ନେଇ ନନ୍ଦପୁର ତହସିଲଦାର ବେଦବ୍ରତ ମହାରଣା ଓ ନନ୍ଦପୁର ଜିଲ୍ଲା କୃଷି କାର୍ଯ୍ୟଳୟ କର୍ମଚାରୀ ଲିଙ୍ଗ ରାଜ ଚୌଧୁରୀ ଉଭୟେ ନନ୍ଦପୁରର ବିଭିନ୍ନ ସାର ଦୋକାନ ଗୁଡ଼ିକର ଗୋଦାନ ବୁଲି ସାର ଷ୍ଟକ୍ ଯାଞ୍ଚ କରିଥିଲେ ।