Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ନିର୍ବାଚନ ମଣ୍ଡଳୀ ବୈପାରିଗୁଡା ଗସ୍ତ କରି ବିଭିନ୍ନ ଗଣେଶ ମଣ୍ଡପ ବୁଲିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କଲେ ପୁର୍ବତନ ବିଧାୟକ

Koraput Town, Koraput | Aug 30, 2025
କୋରାପୁଟ ନିର୍ବାଚନ ମଣ୍ଡଳୀ ବୈପାରିଗୁଡା ସଦରମହକୁମା ଗସ୍ତ କରିଛନ୍ତି ପୁର୍ବତନ ବିଧାୟକ ରଘୁରାମ ପଡାଲ। ଆଜି ଦିନ ୨ଟା ସମୟରେ ବୈପାରିଗୁଡାର ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ଠାକୁର ଦର୍ଶନ କରିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳର ପ୍ରଦର୍ଶନ କିଭଳି ବିରୋଧୀଙ୍କ ଠାରୁ ଉନ୍ନତମାନର ହେବ ସେନେଇ ଆଲୋଚନା କରିଥିବା ଜଣାପଡିଛି।
Read More News
T & CPrivacy PolicyContact Us