Download Now Banner

This browser does not support the video element.

ଭୋଗରାଇ: ମନୁନଗର ସହିତ ଭୋଗରାଇ ରେ ବିଭିନ୍ନ ଜାଗାରେ ସୁବର୍ଣ୍ଣରେଖାର ଷଷ୍ଠ ବନ୍ୟାରେ ହେକ୍ଟର ହେକ୍ଟର ଚାଷ ନଷ୍ଟ । ସହାୟିତା ପାଇଁ ଦାବି

Bhograi, Balasore | Aug 30, 2025
ସୁବର୍ଣ୍ଣରେଖା ଷଷ୍ଠ ବନ୍ୟା ଛାଡିବା ପରେ ଚାଷ ଜମିରୁ ପରିଶ୍ରମର ଫଳ ଖୋଜୁଛନ୍ତି ଚାଷୀ । ସୁବର୍ଣ୍ଣରେଖା କରାଳ ରୂପ ନେଇ ସବୁ ଛାର କାର କରିଦେଇଛି । ସୁବର୍ଣ୍ଣ ରେଖା ନଦୀର ଜଳ ସ୍ତର କମିଛି, ହେଲେ ଚାଷୀ ଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଛି, ହଠାତ ପାଣି ମାଡି ଆସିବାରୁ ଭୋଗରାଇ ବ୍ଲକ ର ୧୨ ପଂଚାୟତ ର ୬୦ ଗାଁ ଏବେ ପାଣି ଘେର ରେ,କୁସୁଡା, ଗବଗା, କୁମ୍ଭୀରଗଡ଼ି, କାଚୁଆଡ଼ି, ନାଚିନ୍ଦା, ପୁଟିଣା ,ଦାରୁହା ,ଆରୁହାବର୍ତି ପଂଚାୟତ ଏବେ ମଧ୍ୟ ତଳିଆ ଅଂଚଳ ପାନୀ ଜମି ରହିଛି, ଧାନ ଗଛ ଉପରେ ୭ ଦିନ ପାଣି ରହିବ ବୋଲି ଚାଷୀ କହିଛନ୍ତି ।
Read More News
T & CPrivacy PolicyContact Us