Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ମୋଟର ୟୁନିୟନ ପକ୍ଷରୁ ଦୈନିକ ବଜାର ପରିସରରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି

Koraput Town, Koraput | Sep 30, 2025
କୋରାପୁଟ ମୋଟର ୟୁନିୟନ ପକ୍ଷରୁ ଦୈନିକ ବଜାର ପରିସରରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୩୭ ତମ ବର୍ଷରେ ପୂଜା ପାଉଥିବା ବେଳେ ସମସ୍ତ ମୋଟର ୟୁନିୟନର ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ପୂଜା ସମାପନ ହେଉଥିବା ସଭାପତି କୃତିବାସ ଖଡାଙ୍ଗା ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି। ତରୁଣ ମଲିକ୍, ଭବାନୀ ଶଙ୍କର ମିଶ୍ର,କାହ୍ନୁ ପ୍ରସାଦ ମୁନି ପ୍ରମୁଖ ପୁଜାର୍ଚନାରେ ସହଯୋଗ କରୁଛନ୍ତି।
Read More News
T & CPrivacy PolicyContact Us