Download Now Banner

This browser does not support the video element.

ନୟାଗଡ: ନୟାଗଡ଼ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଇ. ସି ସଦସ୍ୟ

Nayagarh, Nayagarh | Sep 13, 2025
ନୟାଗଡ଼ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ ଇ. ସି ସଦସ୍ୟ। ସୂଚନା ମୁତାବକ ଆଜି ଅପରାହ୍ନ 1 ଘଟିକା ସମୟରେ ନୟାଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଘେରାଉ କରିଛନ୍ତି ନୟାଗଡ ବ୍ଲକ୍ ର ଶତାଧିକ ମିଶନ ସକ୍ତି ମହିଳା। ସୂଚନା ଥାଉକି ଇ.ସି ସଦସ୍ୟ ମାନଙ୍କୁ ସେମାନଙ୍କ ଉପରିସ୍ତ ଅଧିକାରୀ ମାନଙ୍କ ଠୁ ଅତ୍ୟାଚାର ର ଶିକାର ହେଉଛନ୍ତି ,ତେବେ ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଣେ ଅଭିଯୋଗ କାରୀ।
Read More News
T & CPrivacy PolicyContact Us