This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ରୋକିସାନ ହୋଟେଲରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
Nabarangapur PS, Nabarangpur | Sep 4, 2025
ରୋକିସାନ ହୋଟେଲରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ କର୍ମଶାଳା ର ଶୁଭାରମ୍ଭ କେନ୍ଦ୍ର ସରକାର ଙ୍କ ଧ୍ବଜାଧାରୀ ଯୋଜନା ଧରତୀ ଆବା ଜନ ଭାଗିଦାରୀ ଅଭିଯାନ ରେ ଆଦି କର୍ମ ଯୋଗୀ ଅଭିଯାନ ସମ୍ପର୍କିତ ତିନିଦିନିଆ କର୍ମଶାଳା ଆଜି ଆକାଂକ୍ଷୀ0 ଜିଲ୍ଲା ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସମ୍ୱନ୍ୱିତ ଜନଜାତି ବିକାଶ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏହି ଅଭିଯାନ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋଟିରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲପାଳ ଡଃ ମହେଶ୍ୱର ସ୍ୱାଇଁ ଓ ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ 'ଅଧିକାରୀ ବିରଞ୍ଚି ନାରାୟଣ ଦରବାନ ସମଅତିଥି ରୂlky6