Download Now Banner

This browser does not support the video element.

କଣ୍ଟାବାଞ୍ଜି: କନ୍ଧବାହାଳ ଗାଁ ନିକଟ ରେ ସଡ଼କ ଦୁର୍ଘଟଣା

Kantabanji, Balangir | Oct 6, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କନ୍ଧବାହାଳ ଗାଁ ନିକଟ ରେ ଭାରସାମ୍ୟ ହରାଇ ସଡ଼କ ଦୁର୍ଘଟଣାଗ୍ରସ୍ତ ବାଇକ ଚଳାକ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି।
Read More News
T & CPrivacy PolicyContact Us