Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ସ୍ଥିତ ଜିଲ୍ଲା ଓକିଲ ସଂଘ ସଭାଗୃହରେ ସଚେତନା ଶିବିର

Nuapada, Nuapada | Aug 23, 2025
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସଫ୍ଟୱେୟାର୍ ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ନିୟମ, ୨୦୨୦, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ନିୟମ, ୨୦୦୭ ଏବଂ ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ନିୟମ, ୨୦୦୭ ସମ୍ବନ୍ଧରେ ଏକ ଆଇନ ସଚେତନା ଶିବିର ଆଜି ୪ ଟା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଚିବ ନବନୀତା ଦାଶ, ସରୋଜିନୀ ସାହୁ, ସ୍ନାତକୀ ଦାଶ ଥିଲେ।
Read More News
T & CPrivacy PolicyContact Us