This browser does not support the video element.
ଅନୁଗୋଳ: ଖଣ୍ଡହତା ଛକ ନିକଟରେ ୮ରୁ ଉର୍ଦ୍ଧ୍ଵ ବାଇକ୍ ସହ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ବୋଲେରୋ
Anugul, Angul | Sep 6, 2025
ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ଗୋଟିଏ ବୋଲେରୋ ଆଠରୁ ଉର୍ଦ୍ଧ୍ଵ ବାଇକ୍ କୁ ଧକ୍କା ଦେଇଥିବା ବେଳେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଛି। ବାଇକ୍ ଗୁଡିକ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି। ବୋଲେରୋ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଉତ୍ତେଜନା ସୃଷ୍ଟି କରିଥିବା ସୂଚନା ମିଳିଛି।