Download Now Banner

This browser does not support the video element.

ପରଜଙ୍ଗ: କଙ୍କଡାହାଡ଼ କଲେଜରେ ଶୁକ୍ରବାର ୧୧ଟାରେ ଭିର୍ଣକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ

Parajang, Dhenkanal | Sep 26, 2025
କଙ୍କଡାହାଡ଼ କଲେଜରେ ଶୁକ୍ରବାର ୧୧ଟାରେ ଭିର୍ଣକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି ଉପସ୍ଥିତ ରହିଲେ ବିଡ଼ିଓ ଯଶୋବନ୍ତ ଦେହୁରୀ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ସ୍ତରୀୟ ଭିର୍ଣକ୍ଷମ ଚିହ୍ନଟ ଶିବିର ଶୁକ୍ରବାର କଙ୍କଡାହାଡ଼ କଲେଜରେ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଡ଼ିଓ ଯଶୋବନ୍ତ ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us