This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଭୀମସାରରୁ ଜଣେ ରୋଗୀ ପରିଜନଙ୍କ ମୋବାଇଲ ଚୋରି ଅଭିଯୋଗ
Sambalpur M, Sambalpur | Sep 2, 2025
ବୁର୍ଲା ଭୀମସାରରୁ ଜଣେ ରୋଗୀ ପରିଜନଙ୍କ ମୋବାଇଲ ଚୋରି ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 8 ଟା ସମୟରେ ବଲାଙ୍ଗୀର ରୁ ଜଣେ ଯୁବକ ତାଙ୍କ ପରିଜନଙ୍କୁ ଚିକିତ୍ସା ପାଈଁ ବୁର୍ଲା ଭୀମସାର କୁ ନେଇକି ଆସିଥିଲେ l ତେବେ ଏହି ସମୟରେ ଯୁବକଙ୍କ ମୋବାଇଲ ଟି ଚୋରି ହୋଇଯାଇଥିଲା l ଯାହାକୁ ନେଇ ଯୁବକ ଜଣକ ଆଜି ଦିନ ପ୍ରାୟ 11 ଟା ରେ ଏନେଇ ଏକ ଅଭିଯୋଗ ବୁର୍ଲା ଥାନାରେ ଦାୟର କରିଛନ୍ତି l ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l