Download Now Banner

This browser does not support the video element.

ଆସିକା: କଲେଜ ଛକ ପାଖ ଫଳ ଦୋକାନ ରେ ନାବାଳକ ର ମୃତ୍ୟୁ,ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସନ୍ଦେହ

Asika, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜ ଛକ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗୋଟିଏ ଫଳ ଦୋକାନରେ ବସିଥିବା ବେଳେ ଜଣେ ନାବାଳକ ର ମୃତ୍ୟୁ ହୋଇଛି l ଇନଭଟର ବେଟେରିରୁ ବିଦ୍ୟୁତ ଲାଗି ନାବାଳକ ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତକ କଲେଜ ଛକ ର ରବୀନ୍ଦ୍ର ପ୍ରଧାନ ଙ୍କ 15 ବର୍ଷର ପୁଅ ପବିତ୍ର ପ୍ରଧାନ ହୋଇଥିବା ଜଣାପଡିଛି l
Read More News
T & CPrivacy PolicyContact Us