Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ରବିବାର ସନ୍ଧ୍ୟାରେ ଚୌଧୁରୀ ବଜାର ସ୍ଥିତ ସହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି।

Cuttack M Corp PS, Cuttack | Aug 31, 2025
କଟକ ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରବିବାର ସନ୍ଧ୍ୟା ୭ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।
Read More News
T & CPrivacy PolicyContact Us