This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
Bhadrak Rural, Bhadrak | Aug 25, 2025
ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ। ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଳୋକଙ୍କୁ ଆଶ୍ଵାସନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ସେହିପରି ହାସନାବାଦ ଅନଳଡ଼ିହରେ ପାୱାର ବୋଟ ଜରିଆରେ ଘର ଘର ବଣ୍ଟା ହେଲା ଖାଦ୍ୟ ସାମଗ୍ରୀ।ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଅସମ୍ଭାଳ..... ଗାଁ ଗାଁ ରେ ପଶିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଇପରି ଧାମନଗରର ମଧ୍ଯ ଅବସ୍ଥା ଜଟିଳ ଥିବା ବେଳେ ଜିଲ୍ଲାପାଳ ବନ୍ୟା ଘେରରେ ରହି ସମୀକ୍ଷା କରୁଥିବା ସୂଚନା ମିଳିଛି।