This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖର ପୁର BDA କଲୋନୀରେ ଫୁଡ ସେପ୍ଟି ବିଭାଗ ର ଚଢ଼ାଉ,ମୋଟା ଅଙ୍କର ଜୋରିମାନା ଆଦାୟ
Bhubaneswar M Corp, Khordha | Jun 21, 2025
ଚନ୍ଦ୍ରଶେଖର ପୁର BDA କଲୋନୀରେ ଫୁଡ ସେପ୍ଟି ବିଭାଗ ର ଚଢ଼ାଉ,ମୋଟା ଅଙ୍କର ଜୋରିମାନା ଆଦାୟ | ଚନ୍ଦ୍ର ଶେଖର ପୁର BDA କଲୋନୀ ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ। ଆଜି 1.35ରେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଅଞ୍ଚଳରେ ରାଜଧାନୀରେ ଫୁଡ୍ ସେଫ୍ଟୀ ବିଭାଗର ବଡ ଧରଣର ଚଢାଉ। ୱାର୍ଡରେ ଥିବା ବିଭିନ୍ନ ମିଠା ଦୋକାନ ଉପରେ ଚଢ଼ାଉ । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ହେଲା ଚଢାଉ। ପୁରୁଣା ମିଠା ଆଉ ଓ ରନ୍ଧା ଖାଦ୍ୟ ଫୋପାଡ଼ିଲେ ବିଏମସି ଅଧିକାରୀ। ସେପଟେ ବିଡିଏ କଲୋନୀର 14 ନମ୍ବର୍ ୱାର୍ଡରେ ଏକାଧିକ ମିଠା ଦୋକାନ ଓ ହୋଟେଲରେ ରେଡ୍ ସହ କାଟିଲେ ଚାଲାଣ।