This browser does not support the video element.
ପୋଲସରା: ବେଲଗାଁ ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ର କାର୍ଯ୍ୟ ତଦାରଖ କଲେ ବିଡିଓ
Polasara, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବେଲଗାଁ ପଞ୍ଚାୟତ ଗ୍ରସ୍ତ କରିଛନ୍ତି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ l ସେ ପଞ୍ଚାୟତ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିବା ସହ ସରକାର ମା ପାଇଁ ଗଛ ଟିଏ 2.0 ର କାର୍ଯ୍ୟ ର ମଧ୍ୟ ତଦାରଖ କରିଛନ୍ତି l ବୃକ୍ଷ ରୋପଣ ପାଇଁ ଜାଗା ଚିହ୍ନଟ ସହ ଗୃକ୍ଷ ରୋପଣ ନେଇ ସ୍ଥାନୀୟ ଲୋକ ଙ୍କ ସହ ଆଲୋଚନା କରଛନ୍ତି ବିଡିଓ l