Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜଗମୋହନ ନଗର ର ହୋଟେଲ ରେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ଘଟଣା, ବରମୁଣ୍ଡା ବସ ଷ୍ଟାଣ୍ଡରୁ ୩ ଅଭିଯୁକ୍ତ ଗିରଫ
Bhubaneswar M Corp, Khordha | Aug 31, 2025
ଜଗମୋହନ ନଗର ର ହୋଟେଲ ରେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ଘଟଣା, ବରମୁଣ୍ଡା ବସ ଷ୍ଟାଣ୍ଡରୁ ୩ ଅଭିଯୁକ୍ତ ଗିରଫ | ସୂଚନାଯୋଗ୍ୟ ଯେ, ଗତ ଅଭିଯୋଗକାରିଣୀ ଜଣକ ବନ୍ଧୁ ପରିଜନଙ୍କ ସହ ମିଶି ଜଗମୋହନ ନଗର ଠାରେ ଥିବା ଏକ ହୋଟେଲରେ ନିଜର ଜନ୍ମଦିନ ଉତ୍ସବ ପାଳନ କରୁଥିବା ବେଳେ, ତିନି ଅଭିଯୁକ୍ତ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ହଠାତ ସେଠାରେ ପହଞ୍ଚିବା ସହ ଉକ୍ତ ହୋଟେଲର ମାଲିକଙ୍କୁ ଖୋଜିଥିଲେ । ହୋଟେଲର ମାଲିକଙ୍କୁ ସେଠାରେ ନପାଇ ଅଭିଯୁକ୍ତ ମାନେ ଉତ୍ତେଜିତ ହୋଇ ଅଭିଯୋଗକାରିଣୀଙ୍କ ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!