Download Now Banner

This browser does not support the video element.

ନୂଆପଡା: ଖରିଆର ରୋଡ଼ରେ ପହଞ୍ଚିଲା ବିଧାୟକଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ସାମିଲ ହେଲେ ତୁଙ୍ଗ ନେତା

Nuapada, Nuapada | Sep 9, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତିମ ସଂସ୍କାର ଆଜି ଖରିଆର ରୋଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ଗତକାଲି ତାଙ୍କର ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଆଜି ଦିନ ଗୋଟାଏ ସମୟରେ ଏକ ସ୍ୱତନ୍ତ୍ର ବିମାନ ସାହାଯ୍ୟରେ ତାଙ୍କର ପାର୍ଥିବ ଶରୀରକୁ ଚେନ୍ନାଇରୁ ରାୟପୁର ଏବଂ ସେଠାରୁ ସଡକ ମାର୍ଗରେ ଖରିଆର ରୋଡ଼କୁ ଅଣା ଯାଇଥିଲା।
Read More News
T & CPrivacy PolicyContact Us