Install App
santoshbaral67
This browser does not support the video element.
ନିମାପଡା: ବାହାରଣା ପଞ୍ଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଟିତ, ଯୋଗଦେଲେ ସ୍ଥାନୀୟ ରାଜ୍ୟ ବିଜେପି ମୁଖପାତ୍ର
Nimapada, Puri | Oct 3, 2025
ଆଜି ମଧ୍ୟାହ୍ନ ୧୨ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବାହାରଣା ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପରେ ଅନୁଷ୍ଟିତ ହୋଇଯାଇଛି। ବୈଠକର ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ, ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସାଙ୍ଗଠନକୁ ଅଧିକ ସଂଗଠିତ କରିବାକୁ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!