Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଇନ୍ଦ୍ରାବତୀ ଶ୍ମଶାନ ପରିସରରେ ଓଡ଼ିଶା ପରିବେଶ ସମିତି ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Nabarangapur PS, Nabarangpur | Sep 12, 2025
ଇନ୍ଦ୍ରାବତୀ ଶ୍ମଶାନ ପରିସରରେ ଓଡ଼ିଶା ପରିବେଶ ସମିତି ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ନବରଙ୍ଗପୁର ସହରସ୍ଥିତ ଇନ୍ଦ୍ରାବତୀ ଶ୍ମଶାନ ପରିଶର ରେ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆନୁକୁଲ୍ୟରେ, ଓଡ଼ିଶା ପରିବେଶ ସମିତି ଦ୍ଵାରା ଏକ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ସ୍ଥାନୀୟ lcons In Motion ର ସମସ୍ତ ସଦସ୍ୟ ବୃନ୍ଦ ଙ୍କ ତତ୍ତ୍ଵାବଧାନ ଓ ସହଯୋଗରେ କାର୍ଯ୍ୟକ୍ରମ ଟି ହୋଇଥିଲା । ଏହି ମହତ୍ କାର୍ଯ୍ୟ ରେ ନବରଙ୍ଗପୁର ବ୍ରାହ୍ମଣ ସମାଜ ର ବରିଷ୍ଠ ସଦସ୍ୟ ସର୍ବ ଶ୍ରୀ ନରସିଂହ ତ୍ରିପାଠୀ, ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ, ପ୍ରମୁଖ ଯୋଗଦେଇଥିଲେ
Read More News
T & CPrivacy PolicyContact Us