This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ |
Dhenkanal Sadar, Dhenkanal | Apr 17, 2024
ଢେଙ୍କାନାଳ ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ | ପାଣିପାଗ ବିଭାଗ ତରଫରୁ ସୂଚନା ଅନୁଯାୟୀ ଆଜି ଢେଙ୍କାନାଳ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ରହିଛି ଏହି ତାପମାତ୍ରା ଆଗାମୀ ଦିନରେ ଆହୁରି ବଢିବାର ଅଛି ଯେଉଁଥିପାଇଁ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି | ତେବେ ଅସହ୍ୟ ଖରା ପାଇଁ ଦିନ ବେଳା ସହର ଶୂନଶାନ ରହିଛି, ସାଧାରଣ ଜନତା କୌଣସି କାମ ନଥିଲେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି |