Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଛେଳିଗଡ଼ ପ୍ରକଳ୍ପ ଡେମ ଠାରେ ଗଳିତ ମୃତ ଦେହ ଠାବ, ହତ୍ୟା ସନ୍ଦେହ।

Paralakhemundi, Gajapati | Aug 28, 2025
ଛେଳିଗଡ଼ ପ୍ରକଳ୍ପ ଡେମ ଠାରେ ଗଳିତ ମୃତ ଦେହ ଠାବ, ହତ୍ୟା ସନ୍ଦେହ। ଗଜପତି ଜିଲ୍ଲା ଆର ଉଦୟ ଗିରି ବ୍ଲକ୍ ଅନ୍ତର୍ଗତ ଛେଳିଗଡ଼ ପ୍ରକଳ୍ପ ଡେମ ଠାରେ ଏକ ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଏଠାରେ ମୃତ ବ୍ୟକ୍ତିଙ୍କ ଗଳିତ ଗଳିତ ଶବ ପଡ଼ି ରହିଛି ତାହା ଅସ୍ପଷ୍ଟ ଥିବା ବେଳେ ଲୋକଙ୍କ ମଧ୍ୟରେ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଛି। ପ୍ରାଥମିକ ସୂଚନା ପ୍ରକାରେ ଗାଈ ଚରାଲି ଜଣଙ୍କ ଗାଇ ଚରେଇ ଯାଉଥିବା ବେଳେ ବହୁ ଦୂର୍ଘନ୍ଧ ହେଉଥିବା ବାରି ପାରିଥିଲେ। ପରେ ଦୁର୍ଗନ୍ଧ ଆଡ଼କୁ ଗଲା ପରେ ସେଠାରେ ଗଳିତ ମୃତ ଦେହ କୁ ଦେଖି ଥିଲେ। ପରେ
Read More News
T & CPrivacy PolicyContact Us