This browser does not support the video element.
ଲାଞ୍ଜିଗଡ: ଥୁଆମୁଳ ରାମପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇନ ସଚେତନତା ଶିବିର
Lanjigarh, Kalahandi | Jul 31, 2025
ଗୁରୁବାର ଥୁଆମୁଳ ରାମପୁର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୌନ ନିର୍ଯ୍ୟାତନା ଆଇନ ଏବଂ ତଫସିଲଭୁକ୍ତ ଜାତି ଜନ ଜାତି ଅତ୍ୟାଚାର ନିବାରଣ ଆଇନ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି। ଥୁଆମୁଳ ରାମପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନ୍ନାଙ୍କ ଅଧ୍ୟକ୍ଷତା କରିଥିଲେ । ମାନ୍ୟବର JMFC ବିଚାରପତି ଡକ୍ଟର ତାରିଣୀ ପ୍ରସାଦ ସାହୂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।