Download Now Banner

This browser does not support the video element.

ବୌଦ୍ଧ ସଦର: ମର୍ଜାକୁଦ ଠାରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

Baudh Sadar, Boudh (Bauda) | Oct 9, 2025
ଗୁରୁବାର ଦିନ ବୌଦ୍ଧ ସହର ମର୍ଜାକୁଦ ମଝିସାହି ଠାରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି l ସୁନାମଧନ୍ୟ ପୁରାଣ ଗାୟିକା ବର୍ଷାରାଣୀ ତ୍ରିପାଠୀ ସୁନ୍ଦରା କାଣ୍ଡ ପଠନ କରିଥିଲେ | ମର୍ଜାକୁଦ ମଝି ସାହି ଗଜ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ସୁନ୍ଦରା କାଣ୍ଡ ପଠନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ରାମ କଥା ଶ୍ରବଣ କରିଥିଲେ l
Read More News
T & CPrivacy PolicyContact Us